Download Now Banner

This browser does not support the video element.

ତେଲକୋଇ: ଭିମକାଣ୍ଡ ଠାରୁ ବାଲେଶ୍ଵର ରାସ୍ତା ପାଲଟିଛି ମରଣ ଯନ୍ତା, ଅଞ୍ଚଳବାସୀ ଭୋଗୁଛନ୍ତି ଯମ ଯନ୍ତ୍ରଣା #jansamasya

Telkoi, Kendujhar | Aug 21, 2025
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଭିମକାଣ୍ଡଠାରୁ ବାଲେଶ୍ଵର ରାସ୍ତା ମରଣଯନ୍ତା ପାଲଟିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସ୍କୁଲ କଲେଜ ଛାତ୍ରଛାତ୍ରୀ ସମେତ ଅଞ୍ଚଳ ବାସି ଏହି ରାସ୍ତାଦେଇ ଯିବା ଆସିବା କରନ୍ତି ।ବାରମ୍ବାର ପ୍ରସାସନକୁ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିପାରି ନାହିଁ | ଆଜି ଅପରାହ୍ନ ୫ଟା ସମୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ଅଞ୍ଚଳ ବାସି ।
Read More News
T & CPrivacy PolicyContact Us