This browser does not support the video element.
ଦେବଗଡ: କୁଣ୍ଡାପିଠା ଗ୍ରାମରେ ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣରେ ଗୀତା ଯଜ୍ଞ ପାଳିତ, ଯୋଗଦେଲେ ବିଧାୟକ
Debagarh, Debagarh (Deogarh) | Sep 6, 2025
ବାରକୋଟ ବ୍ଲକ ବସାଲଇ ଗ୍ରାମପଂଚାୟତ କୁଣ୍ଡାପିଠା ଗ୍ରାମରେ ଆଜି ବେଶ ଧୂମଧାମ ସହିତ ଗୀତା ଯଜ୍ଞ ପାଳିତ ହୋଇଯାଇଛି । ଏଥିରେ ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଆଜି ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଭଳି ଚଳିତ ଥର ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଗୀତା ଯଜ୍ଞରେ ୬ ଟି ସଂକିର୍ତନ୍ୟ ଦଳ ଭାଗ ନେଇ ସଂକିର୍ତନ୍ୟ ପରିବେଶଣ କରିଥିଲେ । କଳସ ଶୋଭାଯାତ୍ରା ଏବଂ ଅଧିବାସ ସହିତ ପାରମ୍ପରିକ ପୂଜାର୍ଚ୍ଚନା ଏବଂ ହୋମ ଯଜ୍ଞରେ ଏକ ଆଧିାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।