Install App
jharsugudaupdate
This browser does not support the video element.
ଝାରସୁଗୁଡା: ଝାରସୁଗୁଡ଼ା : ନେସନାଲ ୟୁଥ ଫେଷ୍ଟିଭାଲ ପାଇଁ ଚୟନ ହୋଇଥିବା ଝାରସୁଗୁଡା ର ପ୍ରତିଯୋଗି ବିବେକ ତାଣ୍ଡିଆ ଙ୍କ ପ୍ରତିକ୍ରିୟା
Jharsuguda, Jharsuguda | Dec 27, 2024
ଆଗାମୀ ଜାତୀୟ ଯୁବ ମହୋତ୍ସବରେ ପ୍ରତିନିଧିତ୍ୱ କରିବେ ଝାରସୁଗୁଡ଼ାର ପ୍ରତିଭା । ଝାରସୁଗୁଡ଼ା ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନ ୧୨ ଟା ସମୟରେ ଜାତୀୟ ଯୁବ ମହୋତ୍ସବ ରେ ଓଡ଼ିଶାକୁ ପ୍ରତିନିଧିତ୍ଵ କରିବାକୁ ଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟ ଯୁବ ମହୋତ୍ସବରେ ଅନୁଷ୍ଠିତ ପ୍ରତିଯୋଗିତା ରେ ଝାରସୁଗୁଡ଼ା ଜିଲ୍ଲାର ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!