This browser does not support the video element.
ଭୁବନ: ରାଜପଥରେ ରାହାଜାନୀ ସୁନାରିଠୁଁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା । ଭୁବନ ଥାନା ଅନ୍ତର୍ଗତ ରାଜପଥ ୫୩ ଶ୍ୟାମଳ ଛକ ଘଟଣା
Bhuban, Dhenkanal | Mar 17, 2024
ରାଜପଥରେ ରାହାଜାନୀ ସୁନାରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା। ଭୁବନ ତା ୧୭.୩ ଭୁବନ ଥାନା ଅନ୍ତର୍ଗତ ରାଜପଥ ୫୩ ଶ୍ୟାମଳ ଛକ ନିକଟରେ ସଂନ୍ଧ୍ୟାପ୍ରାୟ ୮.୪୦ରେ ଘଟିଛି ରାହାଜାନୀ। ଭୁବନ ଏନଏସି ଅନ୍ତର୍ଗତ ରାଉତ ସାହିର ସୁନାରୀ ଦିପୁନ ଚିନରା ସୁନା ଗହଣା କାମକରି ନିଜ ମଟରସାଇକେଲରେ ଗ୍ରାହକଙ୍କୁ ଦେବାକୁ ନେଉଥି୍ଲେ। ହେଲେ ରାଜପଥରେ ଲୁଟେରା ମାନେ ଦିପୁନ ମୁଣ୍ଡକୁ ଆଘାତ କରି ସୁନା ଗହଣା ଛଡାଈ ନେଇଥିବା ବେଳେ ଲୋକମାନଙ୍କ ସହାୟତାରେ ତାଙ୍କୁ ଭୁବନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।