Download Now Banner

This browser does not support the video element.

ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲା ବେଲପାହାଡ ରୁ ଶିକ୍ଷୟତ୍ରୀ ଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୁତ୍ତମାନେ l ମିଳିଲା ସିସି ଟିଭି ଫୁଟେଜ

Orient, Jharsuguda | Oct 8, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ ରୁ ଶିକ୍ଷୟତ୍ରୀ ଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୁତ୍ତମାନେ l ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ସୁନା ଚେନ ଝାମ୍ପି ନେଇ ଫେରାର ହୋଇଛନ୍ତି l ପିଏମଶ୍ରୀ ଗିରଧରଲାଲ ହାଇସ୍କୁଲ ର ଶିକ୍ଷୟତ୍ରୀ କମଳା ସରାଫ ସ୍କୁଲ ଛୁଟି ହେବା ପରେ ଚାଲିଚାଲି ଘରକୁ ଫେରୁଥିବାବେଳେ ଦୁଇ ଜଣ ଦୁର୍ବୁତ୍ତ ବାଇକ ରେ ଆସି ସୁନା ଚେନ ଝାମ୍ପି ନେଇଛନ୍ତି l ଏହି ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି l
Read More News
T & CPrivacy PolicyContact Us