Download Now Banner

This browser does not support the video element.

ଅନୁଗୋଳ: ଅନୁଗୋଳ ଥାନାରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ଅନୁଗୋଳ ଏସଡିପିଓ

Anugul, Angul | Sep 6, 2025
ଅନୁଗୋଳ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଅନୁଗୋଳ ଏସପିଙ୍କ ନେତୃତ୍ୱରେ ପ୍ରହାର ଚାଲୁଛି। ଏଥିରେ ବିଭିନ୍ନ ଥାନାର ପୋଲିସ ଅଧିକାରୀ, ସ୍ବତନ୍ତ୍ର ସ୍କ୍ୱାର୍ଡ ମାନେ ନିୟୋଜିତ ହୋଇଥିବା ବେଳେ ବ୍ରାଉନସୁଗାର ବେଆଇନ୍ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖୁଛି। ଯାହା ଫଳରେ ପ୍ରହାର ମଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିବାରେ ସଫଳ ହେଉଛି।
Read More News
T & CPrivacy PolicyContact Us