Download Now Banner

This browser does not support the video element.

ଢେଙ୍କାନାଳ ସଦର: କୁଞ୍ଜକାନ୍ତ ବୁଲେଟ 11କ୍ଲବ ତରଫରୁ ତାରିଣୀ ମନ୍ଦିର ନିକଟରେ ରକ୍ତଦାନ ଶିବିର ଅନୁଷ୍ଠିତ

Dhenkanal Sadar, Dhenkanal | May 12, 2024
କୁଞ୍ଜକାନ୍ତ ବୁଲେଟ 11କ୍ଲବ ତରଫରୁ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି | ଏହି ଶିବିରକୁ ଯୁବ ସମାଜସେବୀ ଜଗଦୀଶ ସାମଲ ଉଦଘାଟନ କରିଥିଲେ, ଯୁବକ ମାନଙ୍କ ଦ୍ୱାରା ଏଭଳି ଶିବିର ଆୟୋଜନ କରିଥିବାରୁ ସେ କ୍ଲବର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ ଅନ୍ୟତମ ଅତିଥିଭାବେ ଯୋଗଦେଇ ସ୍ଥାନୀୟ କାଉନସିଲର ଅଭିମନ୍ୟୁ ପଣ୍ଡା ନିଜ ଅଞ୍ଚଳର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ଓ ସେଥିରେ ଯୁବକ ସଂଘର କର୍ମକର୍ତ୍ତା ମାନେ ସହଯୋଗ କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ |
Read More News
T & CPrivacy PolicyContact Us