Download Now Banner

This browser does not support the video element.

ବୌଦ୍ଧ ସଦର: ନୁଆପାଲୀ ନିକଟରୁ 30 କେଜି ଗଞ୍ଜେଇ ଜବତ୍ ମାମଲାରେ 4 ଜଣଙ୍କୁ କୋର୍ଟ ଚାଲାଣ

Baudh Sadar, Boudh (Bauda) | Sep 13, 2025
ଶନିବାର ବୌଦ୍ଧ ଥାନା ପକ୍ଷରୁ ନୁଆପାଲି ଗ୍ରାମ ନିକଟରୁ ଜବତ 30 କେଜି ଗଞ୍ଜେଇ ମାମଲାରେ 4 ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ ବଘିଆ ପଡା-ବୌଦ୍ଧ ରାସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗତକାଲି ବୌଦ୍ଧ ଥାନା ପୋଲିସର ଏକ ଟିମ ନୁଆପାଲି ଗ୍ରାମ ନିକଟରେ ଚଢାଉ କରି 30 କେଜି ଗଞ୍ଜେଇ ସହ 4 ଜଣ ଅଭିଯୁକ୍ତକୁ ଗିରଫ କରିଥିଲା l ବୌଦ୍ଧ ଥାନାରେ NDPS ଆକ୍ଟରେ ଏକ ମାମଲା ରୁଜୁ କରି ଆଜି 4 ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇ ଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us