Install App
nuapdanewz
This browser does not support the video element.
ନୂଆପଡା: ସେବା ପକ୍ଷ ଅବସରରେ ନୂଆପଡ଼ା ରେ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଏକ ମାରାଥନ୍ ରେଶ ଆୟୋଜିତ
Nuapada, Nuapada | Sep 21, 2025
ସେବା ପଖୱାଡା ଅବସରରେ ନୂଆପଡ଼ା ରେ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଏକ ମାରାଥନ୍ ଆୟୋଜନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ଵାରା ଆୟୋଜିତ ମାରାଥନ୍ କୁ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ କାର୍ଯ୍ୟାଳୟରୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!