This browser does not support the video element.
ଅନୁଗୋଳ: ନାଲକୋ ସିପିପି ରାସ୍ତାରେ ଜଳିଗଲା ବାଇକ୍
Anugul, Angul | Sep 6, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଥାନାର ସିପିପି ରାସ୍ତାରେ ଗୋଟିଏ ବାଇକ୍ ହୁତୁହୁତୁ ହୋଇ ଜଳି ଯାଇଛି। ତେଣୁ ବାଇକଟି କେଉଁ କାରଣରୁ ଜଳିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ।