Download Now Banner

This browser does not support the video element.

ଖରିଆର: ତୁକଲା ଗ୍ରାମରୁ ଗଞ୍ଜେଇ ଜବତ, ଜଣେ ଗିରଫ ନେଇ ଥାନାଧିକାରୀଙ୍କ ସୂଚନା

Khariar, Nuapada | Sep 7, 2025
ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମରୁ ଆଜି ଖଡ଼ିଆଳ ପୋଲିସ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିବା ନେଇ ଥାନାଧିକାରୀ ଦିଲ୍ଲିପ ସାହୁ ସୂଚନା ଦେଇଛନ୍ତି। ବିଶ୍ଵସ୍ତ ସୂତ୍ରରୁ ଖଡ଼ିଆଳ ପୋଲିସ ଖବର ପାଇ ତୁକଲା ଗ୍ରାମର ଶଙ୍କର ମେହେର ଓରଫ ବୁଡୁଙ୍କ ଘରେ ଚଢାଉ କରି ଗଞ୍ଜେଇ ଜବତ କରିଛନ୍ତି। ଗଞ୍ଜେଇର ଓଜନ ୨ କେଜି ୭୧୧ ଗ୍ରାମ ହୋଇଥିବା ବେଳେ ଶଙ୍କର ମେହେର ଓରଫ ବୁଡୁଙ୍କୁ ଖଡ଼ିଆଳ ଥାନାରେ ଅଟକ ରଖାଯାଇଥିବା ନେଇ ଆଜି ୬ ଟା ସମୟରେ ଥାନାଧିକାରୀ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us