Download Now Banner

This browser does not support the video element.

କେନ୍ଦୁଝର ସହର: ଟୁକୁଣା ହାଟ ନିକଟରେ ବେଆଇନ ଗୋରୁ ଚାଲାଣ ହେଉଥିବା ସମୟରେ ୨ଟି ପିକଅପ୍‌ ଭ୍ୟାନ୍ ୧୭୪ ଗୋରୁ ଜବତ

Kendujhar Town, Kendujhar | Sep 3, 2025
ଘଷିପୁରା ଥାନା ଟୁକୁଣା ହାଟ ନିକଟରେ ଚାଲିଥିଲା ବେଆଇନ ଗୋରୁ ଚାଲାଣ । ଚାଲାଣ ହେଉଥିବା ସମୟରେ ୨ଟି ପିକଅପ୍‌ ଭ୍ୟାନ୍, ଗୋଟିଏ କାର୍ ସମେତ ୧୭୪ ଗୋରୁ ଜବତ କରିଛି କେନ୍ଦୁଝର ସ୍ପେଶାଲ ସ୍କ୍ୱାଡ୍ ଟିମ୍ ।
Read More News
T & CPrivacy PolicyContact Us