Download Now Banner

This browser does not support the video element.

କେନ୍ଦୁଝର ସହର: କପାସପଡ଼ା ଗ୍ରାମରେ ପୋଖରୀକୁ ଶୌଚ ହେବା କୁ ଯାଇ ପାଣି ଭିତରେ ବୁଡ଼ି ବୃଦ୍ଧାଙ୍କ ମୃତ

Kendujhar Town, Kendujhar | Sep 2, 2025
କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଢେଙ୍କିକୋଟ ପଞ୍ଚାୟତ ଅନ୍ତର୍ଗତ କପାସପଡା ପ୍ରଧାନ ସାହିରେ ଘଟିଛି ଏକ ଦୁଃଖଦ ଘଟଣା ସୂଚନା ଅନୁଯାୟୀ ଆଜି ସକାଳେ କପାସପଡା ପ୍ରଧାନ ସାହିର ବୁଲା ନାଏକଙ୍କ ସ୍ତ୍ରୀ କଇତ ନାଏକ(୭୫) ସେ ଗାଁ ନୂଆ ପୋଖରୀ କୁ ଶୌଚ ହେବା ପାଇଁ ଯାଇଥିଲେ ସେଠାରେ ଅଧିକ ପାଣି ଥିବାରୁ ଗୋଡ଼ ଖସିଯିବାରୁ କଇତ ନାଏକ ଙ୍କ ପାଣି ଭିତରେ ବୁଡ଼ି ଯାଇଥିଲେ ସେଠାରୁ ଉଠି ନପାଇବାରୁ ମୃତ୍ୟୁ ଘଟିଥିଲା ସ୍ଥାନୀୟ ଲୋକମାନେ ଦେଖି କଢେଙ୍କିକୋ ଫାଣ୍ଡି ପୋଲିସ ଖବର ଦେଇଥିଲେ l
Read More News
T & CPrivacy PolicyContact Us