This browser does not support the video element.
ସୁନ୍ଦରଗଡ ସହର: କମଲଗା ଠାରେ ସ୍କୁଟି ଓ କୋଇଲା ବୋଝେଇ ହାଇୱା ମୁହାଁମୁହିଁ ଧକ୍କାରେ ଜଣେ ମୃତ; ୨ ଜଣ ଗୁରୁତର
Sundargarh Town, Sundargarh | Nov 10, 2024
କମଲଗା ଠାରେ ସ୍କୁଟି ଓ କୋଇଲା ବୋଝେଇ ହାଇୱl ମୁହାମୁହିଁ ଧକ୍କାରେ ଜଣେ ମୃତ 2 ଗୁରୁତର.. ଆଜି ଦିନ ପାଖାପାଖି 2.30 ସମୟରେ ହେମଗିର ଥାନା ଏମସିଏଲ କନିକା ମୂଖ୍ୟ ରାସ୍ତା ର କମଲଗା ଠାରେ ଏମସିଏଲ ପଟୁ କନିକା ପଟକୁ ଯାଉଥିବ od16f1269 ନମ୍ବର ର କୋଇଲା ବୋଝେଇ ହାଇୱl ସହ ଅପରପାର୍ଶ୍ବ ରୁ ଆସୁଥିବା od23r6616 ନମ୍ବର ର ସ୍କୁଟି ସହ ମୁହାମୁହିଁ ଧକ୍କା ହୋଇଥିଲା ଫଳରେ 3 ଜଣ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଥିଲେ, ସ୍ତାନୀୟ ଲୋକେ ଗୁରୁତର ଙ୍କୁ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିବା ବେଳେ ଗୁରୁତର ଙ୍କ ମଧ୍ୟରୁ ଜଣକ ର ମୃତ୍ୟୁ ଘଟିଥିବା ସୁଚନା ମିଳିଛି,