Download Now Banner

This browser does not support the video element.

ନୟାଗଡ: ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଗଣେଷ ପୂଜା ରେ ଯୋଗଦେଲେ ସ୍ଥାନୀୟ ବିଧାୟକ

Nayagarh, Nayagarh | Aug 27, 2025
ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଗଣେଷ ପୂଜା ରେ ଯୋଗଦେଲେ ସ୍ଥାନୀୟ ବିଧାୟକ। ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅଧୀନ ଭାପୁର ବ୍ଲକ କେନ୍ଦୁପଲ୍ଲୀ ପଞ୍ଚାୟତ , ବନମାଳୀପୁର ଗ୍ରାମ ରେ ଗଣେଶ ପୂଜା ରେ ଯୋଗ ଦେଲେ ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ।ଏହି ଅବସରରେ ଭାପୁର ବ୍ଲକ ର ପୂର୍ବତନ ଅଧକ୍ଷ ଶ୍ରୀ Gayadhar Parida ଏବଂ କେନ୍ଦୁପଲ୍ଲୀ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଶ୍ରୀ ଦୀପକ କୁମାର ଜେନା ପ୍ରମୁଖ ଉପସ୍ତିତ ଥିଲେ ।
Read More News
T & CPrivacy PolicyContact Us