Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଭୂତପୂର୍ବ ସୈନିକ ସଂଘ ପାରଳାଖେମୁଣ୍ଡି ପକ୍ଷରୁ ଜିଲ୍ଲାପାଳଙ୍କୁ ଜାଗା ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Paralakhemundi, Gajapati | Sep 4, 2025
ଭୂତପୂର୍ବ ସୈନିକ ସଂଘ ପାରଳାଖେମୁଣ୍ଡି ପକ୍ଷରୁ ଜିଲ୍ଲାପାଳଙ୍କୁ ଜାଗା ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ଅବସର ପ୍ରାପ୍ତ ସୈନିକ ମାନଙ୍କୁ ଦେଖିବାକୁ ମିଳିଥିଲା। ଭୂତପୂର୍ବ ସୈନିକ ସଂଘ ପାରଳାଖେମୁଣ୍ଡି ର ସଭାପତି କ୍ୟାପଟେନ ଏସି ଦାସ ଙ୍କ ନେତୃତ୍ଵରେ ଆଜି ପ୍ରାୟ ଏଗାରଟା ବେଳେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରି ଅବସର ପ୍ରାପ୍ତ ସୈନିକ ସଂଘ ପାଇଁ ଏକ ଜାଗା ଚିହ୍ନଟ କରି ଦେବା ପାଇଁ ଅନୁରୋଧ କରିଥିଲେ। ଯଦ୍ୱାରା ଏକ କାର୍ଯ୍ୟାଳୟ ନିର୍ମାଣ କରିବା ସହ ସଂଘ ର ମନ ବିନୋଦନ ସହ ଅନ୍ୟାନ୍ୟ କାର୍ଯ୍ୟ
Read More News
T & CPrivacy PolicyContact Us