This browser does not support the video element.
କାମାକ୍ଷାନଗର: ଭାଲୁମୁଣ୍ଡା ଗାଁରେ ରାତିରେ ବୁଲୁଛି ଅଜଣା ଜନ୍ତୁ, ଗ୍ରାମବାସୀ ଭୟଭୀତ
Kamakshyanagar, Dhenkanal | Aug 23, 2025
ଭାଲୁମୁଣ୍ଡା ଗାଁରେ ରାତିରେ ବୁଲୁଛି ଅଜଣା ଜନ୍ତୁ ଶନିବାର ୧୧ଟାରେ ଗ୍ରାମବାସୀ ରଖିଲେ ପ୍ରତିକ୍ରିୟା ।ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ଠାରୁ ମାତ୍ର ୪କିମି ଦୂର ଭାଲୁମୁଣ୍ଡା ଗାଁରେ ରାତିରେ ବୁଲୁଛି ଅଜଣା ଜନ୍ତୁ ଯାହାକୁ ନେଇ ଭୟଭୀତ ଗ୍ରାମବାସୀ ।ଶନିବାର ଏହାକୁ ନେଇ ଗ୍ରାମବାସୀ ରଖିଲେ ପ୍ରତିକ୍ରିୟା ।