Download Now Banner

This browser does not support the video element.

ଲକ୍ଷ୍ମୀପୁର: ଗୁଲୁମିଗୁଡା ଗ୍ରାମରେ ପ୍ଳାଷ୍ଟିକ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ,ପୋଲିସର ତଦନ୍ତ, ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର

Lakshmipur, Koraput | Aug 21, 2025
କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁଟ୍ରାବେଡା ପଞ୍ଚାୟତ ଗୁଲୁମିଗୁଡା ଗ୍ରାମର ଜଣେ ଯୁବକ ନିଜ ଘରେ ପ୍ଲାଷ୍ଟିକ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ପରିବାର ବର୍ଗଙ୍କ ସୂଚନା। ବୁଧବାର ସକାଳେ ସ୍ତ୍ରୀ ନିଜ ଘରକୁ ଫେରି କବାଟ ଖୋଲିବା ପରେ ସ୍ବାମୀ ଆତ୍ମହତ୍ୟା କରିଥିବା ଦେଖି ଗାଁ ଲୋକେ ଙ୍କୁ ଜଣାଇ ଥିଲେ। ସ୍ତ୍ରୀର ଲିଖିତ ଅଭିଯୋଗ ପାଇବା ପରେ ପୁଲିସ ଥାନାରୁ ଏସ ଆଇ ବିଜୟ ମୁର୍ମୁ, ନୀତିଶ ନାଇକ ଓ ଏ ଏସ ଆଇ ଅନିଲ ନାୟକ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଆଜି ଗୁରୁବାର ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Read More News
T & CPrivacy PolicyContact Us