This browser does not support the video element.
ଝାରସୁଗୁଡା: ଗୋବିନ୍ଦପୁର ନିକଟରେ ଗୋଚାଲାଣ କରୁଥିବା ସ୍କୋର୍ପିଓ ଧକ୍କାରେ କଦମଡ଼ିହି ଗ୍ରାମ ର ଅନିଲ କୁମାର ପଟେଲଙ୍କ ମ୍ରୁତ୍ୟୁ ପରେ ରାସ୍ତା ରୋକ
Jharsuguda, Jharsuguda | Sep 11, 2025
ରେଙ୍ଗାଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଟୋଲ ଗେଟ ନିକଟରେ ଗୋଚାଲାଣ କରୁଥିବା ସ୍କୋର୍ପିଓ ଧକ୍କାରେ କଦମଡ଼ିହି ଗ୍ରାମ ର ଅନିଲ କୁମାର ପଟେଲଙ୍କ ମୃତ୍ୟୁ ପରେ ଗୋବିନ୍ଦପୁର ରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ l ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି l ଜାତୀୟ ରାଜପଥ -୪୯ ରେ ଆଜି ଅପରାହ୍ନ ୩ ଟା ରୁ ଗୋବିନ୍ଦପୁର ଟୋଲ ଗେଟ ସମ୍ମୁଖରେ ଶଵ ରଖି ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ l ଘଟଣାସ୍ଥଳ କୁ ଅତିରିକ୍ତ ତହସିଲଦାର, ବ୍ରଜରାଜନଗର ଏସଡ଼ିପିଓ, ରେଙ୍ଗାଲି ପୋଲିସ ଘଟଣା ସ୍ଥଳକୁ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି l