Download Now Banner

This browser does not support the video element.

ପାରଳାଖେମୁଣ୍ଡି: କାଶୀନଗର ବ୍ଲକ୍ ର ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ନୋଡାଲ ସଚିବ ତଥା ଉପ-ଅଧ୍ୟକ୍ଷ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଡ଼.ଏନ ତିରୁମାଲା ନାୟକ।

Paralakhemundi, Gajapati | Sep 10, 2025
କାଶୀନଗର ବ୍ଲକ୍ ର ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ନୋଡାଲ ସଚିବ ତଥା ଉପ-ଅଧ୍ୟକ୍ଷ,ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଡ଼.ଏନ ତିରୁମାଲା ନାୟକ। ଆଜି ନୋଡାଲ ସଚିବ ତଥା ଉପ-ଅଧ୍ୟକ୍ଷ,ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଡ଼.ଏନ ତିରୁମାଲା ନାୟକଙ୍କ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଆଜି ଦ୍ୱିତୀୟ ଦିନରେ କାଶୀନଗର ବ୍ଲକ୍ ଅନ୍ତର୍ଗତ ଆଲଡ଼ା ଗ୍ରାମ ପଞ୍ଚାୟତର ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ଓ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଖାଣ୍ଡୱା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଲାସିଂ ର ମେଗା ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ବୁଲି ଦେଖିବା ସହିତ ସମୟ ସୀମା
Read More News
T & CPrivacy PolicyContact Us