This browser does not support the video element.
କଣ୍ଟାମାଳ: ବାଇକ ଦୁର୍ଘଟଣା ଜଣେ ମୃତ୍ୟୁ ଜଣେ ଗୁରୁତର ଦୁର୍ଘଟଣା ଘଟିଛି ଗୁପାଳପୁର ବୁଲାଣି ନିକଟରେ
Kantamal, Boudh (Bauda) | Sep 5, 2025
ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ମନମୁଣ୍ଡା ଥାନା ଗୋପାଳ ପୁର ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି | ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ମନମୁଣ୍ଡା ଶଗଡା ରାସ୍ତାର ଗୋପାଳ ପୁର ବୁଲାଣି ନିକଟରେ ଶଗଡା ପଟରୁ ଆସୁଥିବା ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ବାଇକ ରେ ବସିଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି | ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଛି | ଗୁରୁତର ଆହତଙ୍କ ଅବସ