Download Now Banner

This browser does not support the video element.

ଛତ୍ରପୁର: ପାତ୍ରପୁର ଅଞ୍ଚଳରେ ବିନା ହେଲମେଟରେ ରିଲସ୍ କରି ଫସିଲେ ଯୁବକ, ଚାଲାଣ କାଟିବାକୁ ଗଞ୍ଜାମ ପରିବହନ ବିଭାଗକୁ ସୁପାରିଶ କଲା ଓଡିଶା ପୋଲିସ

Chhatrapur, Ganjam | Sep 3, 2025
ପାତ୍ରପୁର ଅଞ୍ଚଳରେ ଜଣେ ଯୁବକ ବିନା ହେଲମେଟରେ ରିଲସ୍ କରି ଫସିଛନ୍ତି। ବିନା ହେଲମେଟରେ ବୁଲେଟ୍ ଗାଡିରେ ରିଲସ୍ କରି ସୋସିଆଲ ମିଡିଆରେ ଛାଡ଼ିଲେ। ଯୁବକଙ୍କ ବୁଲେଟ୍ ଗାଡି ପଛପଟେ ଗୋଟିଏ ଛୋଟ ଝିଅ ମଧ୍ୟ ଦେଖିବାକୁ ମିଳିଛି।ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ପରେ ବୁଧବାର ପୂର୍ବାହ୍ନରେ ଜରିମାନା କାଟିଛି ଗଞ୍ଜାମ ପରିବହନ ବିଭାଗ।
Read More News
T & CPrivacy PolicyContact Us