Download Now Banner

This browser does not support the video element.

ଟିଟିଲାଗଡ: ଡିଏଭି କଲେଜ ଖେଳ ପଡିଆରେ ମେଲୋଡି କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ, ଏସଡିପିଓ ଏଵଂ ପୁର୍ବତନ ନଗରପାଳ

Titlagarh, Balangir | Aug 30, 2025
ହାଟପଦା ପଡ଼ାର ଯୁବକ ମାନଙ୍କ ଦ୍ଵାରା ନୂଆଁଖାଇ ପାଳନ ଅବସରରେ ନୂଆଁଖାଇ ବାସି କାର୍ଯ୍ୟକ୍ରମ ସ୍ଥାନୀୟ ଡିଏଭି କଲେଜ ଖେଳ ପଡିଆରେ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତି ସୁନ୍ଦର ମେଲୋଡି କାର୍ଯ୍ୟକ୍ରମ ମଧ୍ଯ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଟିଟଲାଗଡ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଦାସ, ଏସଡିପିଓ ଶ୍ରୀଯୁକ୍ତ ଯଶୋବନ୍ତ ନାରାୟଣ ପ୍ରଧାନ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us