Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ବିଶ୍ୱହିନ୍ଦୁ ପରିଷଦ ସ୍ଥାପନା ଦିବସ ଅବସରରେ ଭଦ୍ରକ ସହରରେ ନଗର ସଂକୀର୍ତନ ପରେ ସହିଦ ଟାଉନ ହଲ ଠାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Bhadrak Rural, Bhadrak | Aug 24, 2025
ବିଶ୍ୱହିନ୍ଦୁ ପରିଷଦ ର 61 ତମ ସ୍ଥାପନା ଦିବସ ଅବସରରେ ବିଭିନ୍ନ ଅଂଚଳରୁ ଆସିଥିବା ପ୍ରାୟ 10 ରୁ ଅଧିକ ନଗର ସଂକୀର୍ତନ ଦଳ ଗାନ୍ଧୀ ପଡିଆରୁ ବାହାରି ସହର ପରିକ୍ରମା କରି ଭଦ୍ରକ ଟାଉନ ହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ,ନଗର ସଂକୀର୍ତନ ରେ ପ୍ରାୟ 1000 ରୁ ଅଧିକ ହିନ୍ଦୁ ବାଦୀ ପୁରୁଷ,ମହିଳା ମାନେ ଯୋଗଦେଇଥିବା ବେଳେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଙ୍କ ସହ ବିଶ୍ୱ ହିନ୍ଦୁ ପରିଷଦ ର କାର୍ଯ୍ୟକର୍ତା ଯୋଗଦେଇଥିଲେ,ଏହି ଖବର ଆଜି ଦିନ 12 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us