Download Now Banner

This browser does not support the video element.

ଫୁଲବାଣୀ ସହର: ଦୁତିମେଣ୍ଡି ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Phulabani Town, Kandhamal | Oct 3, 2024
ଆଜି ତାରିଖ 3/10/2024 ସମୟ ସକାଳ ଦଶଟା ବେଳେ ଖଜୁରୀପଡା ବ୍ଲକ ସ୍ଥିତ ଦୁତିମେଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି 2024 ଅନୁଷ୍ଠିତ ହୋଇଛି। ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ତଥା ତର୍କ, ବତ୍କୃତା, ପ୍ରବନ୍ଧ ଲିଖନ, ଶୃତ ଲିଖନ ଓ ସୁନ୍ଦର ହସ୍ତାକ୍ଷର, ଚିତ୍ରାଙ୍କନ, କୁଇଜ, ସଂଗୀତ, ନୃତ୍ୟ, ପିଏମ ପୋଷଣ ଚିତ୍ରକଳା ଓ ହସ୍ତଶିଳ୍ପ, ମୌଳିକ ସକ୍ଷରତା ଓ ସଂଖ୍ୟା ଜ୍ଞାନ ଆଧାରିତ ଚିତ୍ରାଙ୍କନ, ଗଣିତ ଦୌଡ଼, ଗଣିତ କୁଇଜ ଓ ଗଳ୍ପ କ
Read More News
T & CPrivacy PolicyContact Us