This browser does not support the video element.
ପଟ୍ଟାଙ୍ଗୀ: ପଟାଙ୍ଗି ବ୍ଳକ ସୀମାନ୍ତ ଗ୍ରାମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ବିଡ଼ିଓ
Pottangi, Koraput | Aug 21, 2025
କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକ୍ ସୀମାନ୍ତ ଗ୍ରାମ ପରିଦର୍ଶନ କରିଛନ୍ତି ପଟାଙ୍ଗି ବିଡ଼ିଓ। ପଟାଙ୍ଗି ବ୍ଳକର ଫଗୁଣ ସିନେରି,ଫାଟୁ ସିନେରି , ହାରମାଣ୍ଡିଙ୍ଗି, ମାଡକାର, ସଲପଗୁଡା ପ୍ରମୁଖ ସୀମାନ୍ତ ଗ୍ରାମରେ ଲୋକଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ନେଇ ପଚାରି ବୁଝିବା ସହ ଇକେୱାଈସି କରିବା ସହ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରୁଥିବା ଦେଖିବାକୁ ମିଳିଛି। ସୀମାନ୍ତ ଅଞ୍ଚଳରେ ଗୁରୁବାର ଦିନ ୩ଘଣ୍ଟା ସମୟରେ ପ୍ରାଥମିକ ଶିକ୍ଷାର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିବା ଜଣାପଡିଛି।