Download Now Banner

This browser does not support the video element.

ବିଜେପୁର: ବିଜେପୁର ଠାରେ ପାର୍ବତୀ ଗିରି ମାର୍କେଟ କମ୍ପ୍ଲେକ୍ସ ପାଇଁ ନୂତନ ଟ୍ରାନଫରମର ସ୍ଥାପନର ଶୁଭ ଦେଲେ ମାନ୍ୟବର ବିଧାୟକ ସନତ କୁମାର ଗଡତୀୟା

Bijepur, Bargarh (Baragarh) | Sep 26, 2025
ପାର୍ବତୀ ଗିରି ମାର୍କେଟ କମ୍ପ୍ଲେକ୍ସ ପାଇଁ ନୂତନ ଟ୍ରାନଫରମର ସ୍ଥାପନର ଶୁଭ ଦେଲେ ମାନ୍ୟବର ବିଧାୟକ ସନତ କୁମାର ଗଡତୀୟା । ବିଜେପୁର:-ବିଜେପୁର ପାର୍ବତୀ ଗିରି ମାର୍କେଟ କମ୍ପ୍ଲେକ୍ସ ର ବିଦ୍ୟୁତ କାର୍ଯ୍ୟକ୍ଷମ ସଂଯୋଗ ପରିପ୍ରେକ୍ଷୀରେ ମାର୍କେଟ କମ୍ପ୍ଲେକ୍ସ ଠାରେ ୧୦୦ କେବି ବିଶିଷ୍ଟ ଟ୍ରାସଫରମର ସ୍ଥାପନ ପାଇଁ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ
Read More News
T & CPrivacy PolicyContact Us