This browser does not support the video element.
କାମାକ୍ଷାନଗର: ଭୁବନ ବ୍ଲକରେ ସୋମବାର ୧୦ଟାରେ ଜିଲାପାଳ ଆଶିଷ ପାଟିଲଙ୍କର ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି
Kamakshyanagar, Dhenkanal | Aug 25, 2025
ଭୁବନ ବ୍ଲକରେ ସୋମବାର ୧୦ଟାରେ ଜିଲାପାଳ ଆଶିଷ ପାଟିଲଙ୍କର ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ।ଭୁବନ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଭୁବନ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଜିଲାପାଳ ଆଶିଷ ପାଟିଲ ଉପସ୍ଥିତ ରହି ଅଭିଯୋଗ ଉପରେ ଶୁଣାଣି କରିଥିଲେ ।ଏଠାରେ ବ୍ଲକର ବିଭିନ୍ନ ପଂଚାୟତରୁ ଲୋକମାନେ ଆସି ନିଜର ଅଭିଯୋଗ କରିଥିବା ବେଳେ ଜିଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।