This browser does not support the video element.
ପାରଳାଖେମୁଣ୍ଡି: ଗଜପତି ଷ୍ଟାଡିୟମ୍ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀଙ୍କୁ ଗୋ ଶାଳା ନିମନ୍ତେ ବଜରଙ୍ଗ ଦଳର ଦାବି ପତ୍ର ପ୍ରଦାନ।
Paralakhemundi, Gajapati | Nov 8, 2024
ଗଜପତି ଷ୍ଟାଡିୟମ୍ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀଙ୍କୁ ଗୋ ଶାଳା ନିମନ୍ତେ ବଜରଙ୍ଗ ଦଳର ଦାବି ପତ୍ର ପ୍ରଦାନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଶୁକ୍ରବାର ଦିନ ଦୁଇଟା ବେଳେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଭେଟି ଗଜପତି ଜିଲ୍ଲା ରେ ଗୋ ଶାଳା କରିବା ନିମନ୍ତେ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରଯାଇଛି। ଜିଲ୍ଲା ବିଶ୍ବହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀ ଲୋକନାଥ ମିଶ୍ରଙ୍କ ନେତୃତ୍ଵରେ ହରି ମୋହନ ପଟ୍ଟନାୟକ, କୁର୍ମା ରେଡ୍ଡୀ, କୈଳାସ ବିଶ୍ଵାଳ, ଦିବାକର ସ୍ୱାଲସ