Install App
rabindra.mishra744
This browser does not support the video element.
ଧର୍ମଗଡ: ବରଗାଁ ଛକ ନିକଟରେ ବାଇକ୍ ଦୁର୍ଘଟଣା ବାଇକ୍ ଚାଳକ ଗୁରୁତର ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
Dharamgarh, Kalahandi | Sep 10, 2025
ବୁଧବାର କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ବରଗାଁ ଛକ ନିକଟରେ ଘଟିଛି ଏକ ବାଇକ୍ ଦୁର୍ଘଟଣା। ଏଥରେ ବାଇକ୍ ଚାଳକ ଗୁରୁତର ହେଇଛନ୍ତି। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!