Download Now Banner

This browser does not support the video element.

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଡାକ ବଙ୍ଗଳା ସମ୍ମୁଖରେ ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଉପସ୍ଥିତ ରେ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ

Kabisuryanagar, Ganjam | Sep 1, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ନେତା ଓ ମନ୍ତ୍ରୀ. ଲୋକଙ୍କୁ ମିଥ୍ୟା ଭାଷଣ ଦେଇ ବିମୁହିତ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତେଜେଶ୍ଵ ଯାଦବ କୁଶ ପୁତ୍ତଳିକା ଦାହ କରିବା ସହ କଂଗ୍ରେସ ବିରୋଧି ନାରା ବାଜି ଦେଇଛନ୍ତି ବିଜେପି ବିଧାୟକ ଓ କର୍ମୀ।
Read More News
T & CPrivacy PolicyContact Us