This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ପେରେଣ୍ଟସପ୍ରାଇଡ ପବ୍ଲିକ ସ୍କୁଲ ସହ ବିଭିନ୍ନ ବିଦ୍ୟାଳୟ ରେ ସମ୍ବାଦ ଆମ ଓଡିଶା ତରଫରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ
Nabarangapur PS, Nabarangpur | Sep 7, 2025
ପେରେଣ୍ଟସପ୍ରାଇଡ ପବ୍ଲିକ ସ୍କୁଲ ସହ ବିଭିନ୍ନ ବିଦ୍ୟାଳୟ ରେ ସମ୍ବାଦ ଆମ ଓଡିଶା ତରଫରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ଆଜି ସମ୍ବାଦ ଆମ ଓଡିଶା ତରଫରୁ ନବରଙ୍ଗପୁର ଜିଲ୍ଲାର ଦୁଇଟି ପୌରପାଳିକା ଏବଂ 10ଗୋଟି ବ୍ଲକରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ପୌରପାଳିକାର ଚାରିଗୋଟି ସ୍କୁଲ ଶିଶୁମନ୍ଦିର, ପେରେଣ୍ଟସ ପ୍ରାଇଡ଼, ଟେକନୋ ଗୁରୁକୁଳ ଏବଂ ଆର ସି ଡି ମାଧ୍ୟମିକ ସ୍କୁଲରେ ଚିତ୍ରାଙ୍କନ,ହସ୍ତାକ୍ଷର ଏବଂ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା ।