This browser does not support the video element.
ସୁନ୍ଦରଗଡ ସହର: ଦେଉଳି ଅଞ୍ଚଳର ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ ଆଉ ଜଣେ ଭଷ୍ମା ପୋଲିସ ଦ୍ବାରା ଗିରଫ
Sundargarh Town, Sundargarh | Sep 5, 2025
ଆଜି ସେପ୍ଟେମ୍ୱର 5 ତାରିଖ ଶୁକ୍ରବାର ଭଷ୍ମା ପୋଲିସ ଜଣେ ଅଭିଯୁକ୍ତକୁ କୁଣ୍ଡୁକେଲା ଅଞ୍ଚଳରୁ ଗିରଫ କରି ବିଭିନ୍ନ ଦଫା ସହ ପୋକ୍ସୋ ଆକ୍ଟ ରେ ଆଜି ଅପରାହ୍ନ 4 ଟା ପାଖାପାଖି ସମୟରେ କୋର୍ଟ ଚାଲାଣ କରିଛନ୍ତି। ଜଣେ ନାବାଳିକାଙ୍କ ଇଚ୍ଛା ବିରୁଦ୍ଧରେ ପ୍ରେମ ଜାଲରେ ଫସାଇ ତାଙ୍କୁ ଗର୍ଭବତୀ କରିଥିବା ଡାକ୍ତରୀ ପ୍ରମାଣ ମିଳିବା ପରେ ଏବଂ ପୀଡ଼ିତାର କାଉନସେଲିଂ ରେ ଅଭିଯୁକ୍ତର ନାମ ଉଜାଗର ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ତେବେ ଏ ନେଇ ଗତ କାଲି ପୀଡ଼ିତା ତରଫରୁ ଶିଶୁ ମଙ୍ଗଳ ସମିତି, ସୁନ୍ଦରଗଡ଼ ଭଷ୍ମା ଥାନାରେ ଲିଖିତ ଅଭିଯୋଗ କରିଥଲେ। ସୂଚନା ଥ