Download Now Banner

This browser does not support the video element.

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମର ଜଣେ ବୃଦ୍ଧା ଙ୍କ ଠାରୁ ବ୍ୟାଙ୍କ ନିକଟରୁ ଭତା ଟଙ୍କା ବୃଦ୍ଧି କରାଇବା ନେଇ ଖାସୁ ମାଳ ଲୁଟିନେଲା ଦୁବୃତ

Kabisuryanagar, Ganjam | Aug 22, 2025
କବିସୂର୍ଯ୍ୟନଗର ଥାନ ମେଇନ ରୋଡ଼ ଠାରେ ଜଣେ ବୃଦ୍ଧା ବ୍ୟାଙ୍କ ରୁ ଫେରି ଠିଆ ହୋଇଥିବା ବେଳେ ଜଣେ ଯୁବକ ଏକ ବାଇକ ରେ ଆସି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବୃଦ୍ଧା ଙ୍କ ଭତ୍ତା ଟଙ୍କା ବୃଦ୍ଧି କରାଇବ କହି ବାଇକ ରେ କିଛି ଦୂର ଆଣିବା ପରେ ଟଙ୍କା ମାଗିଥିଲି. ବୃଦ୍ଧା ପାଖରେ ଟଙ୍କା କମ ଥିବାରୁ ନିଜର ବେକର ଥିବା ଖାସୁ ମାଳ ଟିକୁ ଯୁବକ କୁ ଦେଇଥିଲେ ବୃଦ୍ଧା. ହେଲେ ଯୁବକ ଜଣକ ସେଠାରୁ ଚମ୍ପଟ ମାରିଥିବା ବେଳେ ବୃଦ୍ଧା ଏ ନେଇ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us