Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ସହରରେ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ସାଇକେଲ ରାଲି ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Puri M, Puri | Aug 24, 2025
ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ସାଇକେଲ ରାଲି ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ସୂଚନା ଅନୁଯାୟୀ ଆଜି ସକାଳ ୮ ଘଟିକା ସମୟ ରେ ପୁରୀ ସହର ପରିସରରେ ପୋଲିସ ପ୍ରଶାସନ ପକ୍ଷରୁ ସାଇକେଲ ରାଲି ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି,। ପୁରୀ ପୋଲିସ ପକ୍ଷରୁ ଜିଲ୍ଲା ରେ କିପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ ଓ ତତ ସହିତ ଜନ ସାଧାରଣ କିପରି ସୁସ୍ଥ ଜୀବନ ଜାପନ କରିବେ ଓ ନିଜକୁ ସୁସ୍ଥ ରଖୁବା ପାଇଁ ରବିବାର ଅଧଘଣ୍ଟା ସାଇକେଲ ଚଳାଇବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା।
Read More News
T & CPrivacy PolicyContact Us