Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ହାଟପଦା ପଡ଼ାର ବିମଳ କୁମାର ଅଗ୍ରୱାଲ ( ମଙ୍ଗଲୁ) ଙ୍କ ଘରୁ ଡକାୟତି ଘଟଣା ବିଷୟରେ ସେ କହିଛନ୍ତି

Titlagarh, Balangir | Sep 13, 2025
ଟିଟିଲାଗଡ଼ - ଶୁକ୍ରବାର ରାତି ଦୁଇଟା ସମୟରେ ହାଟପଦା ପଡ଼ାର ବିମଳ ଅଗ୍ରୱାଲ (ମଙ୍ଗଲୁ) ଅଗ୍ରୱାଲ ନିଜ ବ୍ୟବସାୟ ସାରି ରାତିରେ ସୋଇଥିବା ବେଳେ ପାଖାପାଖି ଘଣ୍ଟାଏ ଧରି ଗୃହ ବନ୍ଦି କରି ପରିବାର ଲୋକଙ୍କୁ ଖଣ୍ଡା ତଲୱାରରେ ମାରି ଦେବାର ଧମକ ଦେବା ସହ ତାଙ୍କ ପୁଅ ବିକାଶ ଅଗ୍ରୱାଲ ବୋହୂ ସ୍ଵ।ତି ଅଗ୍ରୱାଲଙ୍କ ବେକରେ ଖଣ୍ଡା ଲଗାଇ ଟଙ୍କା ଏବଂ ଗହଣା ଲୁଟି ନେଇଛନ୍ତି। ମୁହଁରେ ମୁଖା ଲଗାଇବା ସହ ଆଠ ରୁ ଦଶ ଜଣ ଘରକୁ ପଶିଥିବା ବେଳେ ଜଣେ ବ୍ୟକ୍ତି ଫାଟକ ଗଳିରେ ଜଗିକି ଠିଆ ହୋଇଥିବା ଜଣାପଡିଛି। ବିମଳଙ୍କ ପୁଅ ବୋହୁଙ୍କ ମୋବାଇଲ ମଧ୍ୟ ନେଇ ଯାଇଛନ୍ତି, ରିଙ୍ଗ ହେଉଚି, ଉଠାଉ ନାହାନ୍ତି ଡକାୟତ
Read More News
T & CPrivacy PolicyContact Us