Download Now Banner

This browser does not support the video element.

କେନ୍ଦ୍ରାପଡା: ଶତପ୍ରତିଶତ ଭିନ୍ନକ୍ଷମ ଅନୁପମାଙ୍କ ଅସୁମାରୀ ଦୁଃଖ। ଏଯାଏଁ ହୋଇନି ଆଧାରକାର୍ଡ,ମିଳୁନି ରାସନ୍ ଚାଉଳ।

Kendrapara, Kendrapara | Sep 3, 2025
ଶତପ୍ରତିଶତ ଭିନ୍ନକ୍ଷମ ଅନୁପମାଙ୍କ ଅସୁମାରୀ ଦୁଃଖ। ଏଯାଏଁ ହୋଇନି ଆଧାର କାର୍ଡ, ମିଳୁନି ରାସନ୍ ଚାଉଳ। ଡିଜିଟାଲ ୟୁଡିଆଇଡି କାର୍ଡ ନଥିବାରୁ ୫ ମାସ ହେବ ଭତ୍ତା ପାଇବାରୁ ବଞ୍ଚିତ। ଚାଳ ଛପର ଘରେ ବିତୁଛି ଜୀବନ। ତେର ଗାଁ ପଞ୍ଚାୟତ ଓସ୍ତର ଗ୍ରାମରୁ ଆସିଛି ଆଖି ଭିଜିଲା ଭଳି ଖବର।
Read More News
T & CPrivacy PolicyContact Us