Install App
bhadrak_khabar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ତରାଗୋ ବିଜେପି ପକ୍ଷରୁ ତରାଗୋ ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ। ପ୍ରତିକ୍ରିୟା ରଖିଲେ ଜୟନ୍ତ ଦାଶ
Bhadrak Rural, Bhadrak | Sep 18, 2025
ତେବେ ପ୍ରଧାନ ମନ୍ତ୍ରୀ ଙ୍କ ଆହ୍ବାନ କ୍ରମେ ଏହି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ବିଭିନ୍ନ ଯାଗା ରେ ହେଉଥିବା ବେଳେ ଏହା ଆଜି ଦେଖିବାକୁ ମିଳିଛି ବନ୍ତ ବ୍ଲକ ଅନ୍ତର୍ଗତ ତରାଗୋ ଠାରେ। ଏଥିରେ ସ୍ଵଂୟ ସହାୟକ ମହିଳା ମାନଙ୍କ ସହ ବିଜେପି କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିବା ଦେଖିବାକୁ ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!