Download Now Banner

This browser does not support the video element.

ତଲସରା: କୁନମୁରୁ ନିକଟରେ ଅଜଣା ଗାଡ଼ି ଧକ୍କା ରେ ଯୁବକ ଙ୍କର ମୃତ୍ୟୁ

Talasara, Sundargarh | Sep 12, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ଉପରେ ତଥା କୁନୁମୁରୁ ନିକଟରେ ଆଜି ସକାଳେ ଏକ ଅଜଣା ଗାଡ଼ି ଧକ୍କା ରେ ଜଣେ ଯୁବକ ଙ୍କର ମୃତ୍ୟୁ ଘଟିଛି। ରାଜଗାଙ୍ଗପୁର ପୋଲିସ ମୃତକ ଙ୍କର ଶବ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us