Install App
newsjajpur9124
This browser does not support the video element.
ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅହିୟାସ କସପା ପଛପଡା ଠାରେ କାଣୀ ନଦୀରେ ସୃଷ୍ଟି ହେଲା ଘାଇ,ସ୍ଥିତି ପରୀକ୍ଷିଲା ଜିଲ୍ଲା ପ୍ରଶାସନ
Jajapur, Jajpur | Aug 25, 2025
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅହିୟାସ କସପା ପଛପଡା ଠାରେ କାଣୀ ନଦୀରେ ସୃଷ୍ଟି ହେଲା ଘାଇ,ସ୍ଥିତି ପରୀକ୍ଷିଲା ଜିଲ୍ଲା ପ୍ରଶାସନ l ଏହି ଘାଇ ଫଳରେ ବ୍ଲକର ମଲ୍ଲିକାପୁର, ଦୁଦୁରାଅଣ୍ଟା, ଜୟନ୍ତରା ପଞ୍ଚାୟତ ଏବଂ ପଛପଡା,କୁଆଁରସାହି,କମାଲପୁର ଗ୍ରାମ ପ୍ରଭାବିତ ହୋଇଥିବା ଜଣା ପଡ଼ିଛି । ସେପଟେ ଗତ କିଛିଦିନ ହେବ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!