Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଭିଆଇପି ରୋଡ ଦରଜୀପୋଖରୀ ଛକ ଠାରେ ବାଇକ ଉପରେ ଚଢ଼ିଗଲା କାର, ବାଇକ ଚାଳକ ଆହତ, ଟ୍ରାଫିକ ପୁଲିସର ହସ୍ତକ୍ଷେପ

Puri M, Puri | Jun 4, 2025
ଭିଆଇପି ରୋଡ ଦରଜୀପୋଖରୀ ଛକ ଠାରେ ବାଇକ ଉପରେ ଚଢ଼ିଗଲା କାର, ବାଇକ ଚାଳକ ଆହତ, ଟ୍ରାଫିକ ପୁଲିସର ହସ୍ତକ୍ଷେପ l ଆଜି ରାତ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଯେଏଚ 05 ଡିଜେଡ 2642 ନମ୍ବର ବିଶିଷ୍ଟ କାର ଟି ମେଡିକାଲ ଛକପଟୁ ଆସି ବାମପାର୍ଶ୍ୱରେ ଥିବା ଏକ ବାଇକ ଉପରେ ଚଢିଯାଇଥିଲା l ବାଇକ ଚାଳକ ବାଇକ ସହ ଛିଡା ହୋଇଥିବା ବେଳେ କାରଟି ଚଢି ଯାଇଥିଲା l ବାଇକଟିର ନମ୍ବର ଓଆର 13ଏଫ 3595 ଅଟେ l ବାଇକ ଚାଳକ ଆହାତ ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି l
Read More News
T & CPrivacy PolicyContact Us