This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ରେ ବିପଦ ସଙ୍କେତ ଛୁଇଁଲା ବୈତରଣୀ
Bhadrak Rural, Bhadrak | Aug 23, 2025
ଉପରମୁଣ୍ଡ ରେ ଲଗାଣ ବର୍ଷା ପାଇଁ ବୈତରଣୀ ନଦୀ ର ଜଳ ସ୍ଥର୍ ବଢ଼ିଛି । ଭଦ୍ରକ ଜିଲ୍ଲା ରେ ବିପଦ ସଙ୍କେତ ଛୁଇଁଛି ବୈତରଣୀ ନଦୀ । ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ 18.33 ଥିବା ବେଳେ ଦିନ 4 ପରେ 18.33 ରେ ଜଳ ପ୍ରବାହିତ ହେଉଛି । କେନ୍ଦୁଝର ଓ ଆନନ୍ଦପୁର ଅଞ୍ଚଳ ରେ ପ୍ରବଳ ବର୍ଷା ପାଇଁ ପୁଣି ବୈତରଣୀ ନଦୀ ଫୁଲିଚି । ତେବେ ଉପର ମୁଣ୍ଡ ରେ ଅଧିକ ବର୍ଷା ଜାରି ରହିଲେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି