Download Now Banner

This browser does not support the video element.

ପାରଳାଖେମୁଣ୍ଡି: ନ ଗୋଟି ଦାବି ନେଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଅଙ୍ଗନବାଡି ସଂଘ

Paralakhemundi, Gajapati | Aug 21, 2025
ନ ଗୋଟି ଦାବି ନେଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଅଙ୍ଗନବାଡ଼ି ସଂଘ । ଆଜି ବାରଟା ବେଳେ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାର୍କରସ ଆସୋସିଏସନ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳ ଶ୍ରମତି ମଧୁମିତାଙ୍କୁ ନ ଗୋଟି ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ପୋଷଣ ଟ୍ରାକରରେ FRS ସମୟରେ ହେଉଥିବା Network Problem, ( Highscale Verson କାର୍ଯ୍ୟ କରିବାକୁ ଉନ୍ନତ ମାନର ମୋବାଇଲ ଅଭାବ, Network problem ଯୋଗୁଁ ହିତାଧିକାରୀ କେନ୍ଦ୍ରରୁ ବାରମ୍ବାର ଫେରିବା ,Photo Mismatch ହେବ
Read More News
T & CPrivacy PolicyContact Us