Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବରମୁଣ୍ଡା ବ୍ରିଜରେ ଗୋରୁ ଗାଡିକୁ ଅଟକାଇ ପୋଲିସର ଜିମା ଦେଲେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା

Bhubaneswar M Corp, Khordha | Aug 28, 2025
ରାଜଧାନୀରେ କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଉଠିଛନ୍ତି ଗୋ ମାଫିଆ। ବରମୁଣ୍ଡା ବ୍ରିଜ ଉପରୁ ୩ ଟି ଗୋରୁ ଗାଡି କୁ ବଜରଙ୍ଗ ଦଳ ଅଟକାଇ ପୋଲିସକୁ ସୂଚନା ଦେଇଥିଲେ | ଗୋ ଚାଲାଣ ସମ୍ପର୍କରେ ବଜରଙ୍ଗ ଦଳ କର୍ମକର୍ତ୍ତା ସୂଚନା ପାଇ ଉକ୍ତ ଗାଡିକୁ ଅଟକାଇବା ପାଈଁ ଚେଷ୍ଟା କରିଥିଲେ । ତେବେ ଖବର ପାଇ ଘଟଣା ସ୍ଥଳ ରେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିଛି, ଏହାରି ଭିତରେ ବରମୁଣ୍ଡା ବ୍ରିଜରେ ଟ୍ରାଫିକ ଯାମ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହା ପରବର୍ତୀ ମୁହୂର୍ତରେ ନିୟନ୍ତ୍ରଣ ହୋଇଛି |
Read More News
T & CPrivacy PolicyContact Us