Install App
angulkhabar123
This browser does not support the video element.
ଅନୁଗୋଳ: ଅନୁଗୋଳ ତହସିଲ ଅଫିସ ନିକଟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ୟାମସୁନ୍ଦରପୁର ଘଟଣାକୁ ନେଇ ଗଣଧାରଣା ; ପ୍ରତିକ୍ରିୟା ରଖିଲେ ସସ୍ମିତା ବେହେରା
Anugul, Angul | Sep 13, 2025
ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗ୍ରାମ ପଞ୍ଚାୟତର ଶ୍ୟାମସୁନ୍ଦରପୁର ଗ୍ରାମରେ କିଛି ଦିନ ତଳେ ଜଣେ ଦଶ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରା ଯାଇଛି। ପୋଲିସ ଦୋଷୀକୁ ସାତ ଦିନ ମଧ୍ୟରେ ଧରିବ ବୋଲି ଏସପି ନିଜେ ପ୍ରତିଶୃତି ଦେଇଥିଲେ। କିନ୍ତୁ ଆଜି ଯାଏ ଦୋଷୀଙ୍କୁ ପୋଲିସ ଧରି ପାରି ନଥିବାରୁ ଆଜି କଂଗ୍ରେସ ପକ୍ଷରୁ ତହସିଲ୍ ଅଫିସ ନିକଟରେ ଗଣଧାରଣା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!