Install App
prashantakumar79
This browser does not support the video element.
ପୋଡିଆ: ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ପ୍ରତିରୋଧ କରିବାକୁ ସ୍ୱତନ୍ତ୍ର ବୈଠକ, ତୃଣମୂଳ ସ୍ତରରୁ ବାଲ୍ୟ ବିବାହ ରୋକିବାକୁ ରଣନୀତି
Podia, Malkangiri | Aug 25, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଗଠନ କରିବାକୁ ନେଇ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତୃଣମୂଳ ସ୍ତରରୁ ବାଲ୍ୟ ବିବାହ ପ୍ରତିରୋଧ ନେଇ ପଞ୍ଚାୟତ ସ୍ତରରେ ସ୍ଵତନ୍ତ୍ର କମିଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!