Install App
nuapdanewz
This browser does not support the video element.
ନୂଆପଡା: କଲମିଦାଦର ଗାଁକୁ ଲକ୍ଷ୍ମୀ ବସ ଚଳାଚଳ କରାଇବା ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟଳୟରେ ଦାବିପତ୍ର ପ୍ରଦାନ କଲେ
Nuapada, Nuapada | Aug 20, 2025
ସଦର ବ୍ଲକ ମୋଟାନୂଆପଡ଼ା ଗ୍ରାମ ପଞ୍ଚାୟତର କଲମିଦାଦର ଗାଁକୁ ଲକ୍ଷ୍ମୀ ଚଳାଚଳ କରାଇବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆଜି ଦିନ ବାରଟା ସମୟରେ କଲମିଦାଦର ଗାଁର ମହିଳା ପୁରୁଷ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଆସି ଦାବିପତ୍ର ଦେଇଥିଲେ।ସଦର ମହକୁମାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ କଲମିଦାଦର ଗାଁକୁ କୌଣସି ବସ ଚଳାଚଳ କରୁନ ଥିବାରୁ ଯାତାୟତ ପାଇଁ ଅନେକ ଅସୁବିଧା ହେଉଥିବା ସେମାନେ କହିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!