Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ପ୍ରଭାକର ମହାନ୍ତି ଉଚ୍ଚ ବିଦ୍ୟାପୀଠ ପିରିପୁର ଠାରେ ଭଦ୍ରକ ରୋଟାରି କ୍ଲବର ପୂର୍ବତନ ସଭାପତିଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ

Bhadrak Rural, Bhadrak | Sep 2, 2025
ପ୍ରଭାକର ମହାନ୍ତି ଉଚ୍ଚ ବିଦ୍ୟାପୀଠ,( ପିରିପୁର )ର ପ୍ରତିଷ୍ଠାତା, ଭଦ୍ରକ ରୋଟାରି କ୍ଲବର ପୂର୍ବତନ ସଭାପତି ସ୍ବର୍ଗତ ଇ.ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ବିଦ୍ୟାଳୟ ପରିସରରେ ପାଳନ କରାଯାଇଅଛି*।ଏଥିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଇଂ ପ୍ରତାପ ଚନ୍ଦ୍ର ମହାନ୍ତି ଙ୍କ ଜଣେ ସରଳ ବ୍ୟକ୍ତିତ୍ୱ ଲୋକଙ୍କ ପାଇଁ ଜୀବନ ସାରା କାର୍ଯ୍ୟକରୀ ସେବା ଯୋଗାଉଥିବା କହିଥିଲେ ଅତିଥି ମାନେ।
Read More News
T & CPrivacy PolicyContact Us