This browser does not support the video element.
ବେଲପାହାଡ: ବନହରପାଲି ଥାନା ଅନ୍ତର୍ଗତ କଁଟାଟିକ୍ରା ରୁ ଜବତ ମଣିଷ କଙ୍କାଳ ର ଡିଏନଏ ଟେଷ୍ଟ ପାଇଁ ଭୁବନେଶ୍ୱରକୁ ପଠାଗଲା ନମୁନା
Belpahar, Jharsuguda | Mar 27, 2025
ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ କଁଟାଟିକ୍ରା ରୁ ଜବତ ମଣିଷ କଙ୍କାଳ ର ଡିଏନଏ ଟେଷ୍ଟ ପାଇଁ ଭୁବନେଶ୍ୱରକୁ ପଠାଗଲା ନମୁନା l ଉଦ୍ଧାର ହୋଇଥିବା ଏହି କଙ୍କାଳ ଟି ଜଣେ ମହିଳାଙ୍କ ହୋଇଥିବା ପୋଲିସ ସଂନ୍ଦେହେ କରୁଛି l ଏହାସହ ମହିଳାଙ୍କୁ ତାଙ୍କ ପୁଅ ହତ୍ୟା କରି ଫିଙ୍ଗି ଦେଇଥିବା ମଧ୍ୟ ଚର୍ଚ୍ଚା ଚାଲିଛି l ଫଳରେ ଏହି କଙ୍କାଳର ଡିଏନଏ ଟେଷ୍ଟ କରାଗଲେ ଏନେଇ ଅଧିକ ତଥ୍ୟ ଜଣାପଡିବ l ଡିଏନଏ ଟେଷ୍ଟ ଦ୍ୱାରା ଏହି କଙ୍କାଳ ଟି ଜଣେ ପୁରୁଷ ନା ମହିଳା ଙ୍କ ର ତାହା ସ୍ପଷ୍ଟ ହେବାସହ ଆହୁରୀ ଅନେକ ତଥ୍ୟ ଜଣାପଡିବ l