Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ରେ ବନ୍ୟାସ୍ଥିତି କୁ ଜିଲ୍ଲାପାଳ ଙ୍କ ପ୍ରତିକ୍ରିୟା, ସ୍ଥତି ନିୟନ୍ତ୍ରଣାଧୀନ ଅଛି କିନ୍ତୁ ବିଭାଗୀୟ ଅଧିକାରୀଙ୍କୁ ସଜାଗ ପାଇଁ ନିର୍ଦେଶ

Bhadrak Rural, Bhadrak | Aug 25, 2025
ଧାମନଗର, ଭଣ୍ଡାରିପୋଖରୀ ରେ 17 ହଜାର ଲୋକ ପ୍ରଭାବିତ, 20 ଦିନ ପୂର୍ବରୁ ବନ୍ୟା ଯାଇଥିବା ବେଳେ ହଠାତ ଆଉ ଏକ ବନ୍ୟା ଲୋକଙ୍କୁ ଚିନ୍ତିତ କରିଛି,ଶୁଖିଲା ଖାଦ୍ୟ ବନ୍ୟା ପ୍ରପୀଡ଼ିତଙ୍କ ପାଖରେ ପହଂଚିଛି,ରନ୍ଧା ଖାଦ୍ୟ ମଧ୍ୟ ପହଁଚିଛି, ଘର ଭିତରେ ପାଣି ପଶିବାରୁ ଲୋକେ ଭୟଭୀତ ଅଛନ୍ତି କିନ୍ତୁ ଉପର ମୁଣ୍ଡରେ ବର୍ଷା ନଥିବାରୁ ପାଣି କମିବା ନେଇ ଆକଳନ କରାଯାଉଛି,ଆଖୁଆପଦା ଆନିକଟ ଠାରେ ଏବେବି ପାଣି ବିପଦ ସଂକେତ ଉପରେ ରହିଛି, ଧାମନଗର ରେ 5 ଟି ପଂଚାୟତ ଭଣ୍ଡାରିପୋଖରୀ 1 ଟି ପଂଚାୟତ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ଜିଲ୍ଲାପାଳ ଏହି ଖବର ଆଜି ଦିନ 4 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us